ବାରବାଟୀ ଛକରେ ବସ୍ ଦୁର୍ଘଟଣା; ୫ ମୃତ

ଯାଜପୁର : ଯାଜପୁରରେ ବଡ଼ଧରଣର ବସ୍ ଦୁର୍ଘଟଣା । ବାରବାଟୀ ଛକ ନିକଟରେ ଓଭରବ୍ରିଜ୍‌ରୁ ତଳକୁ ଖସି ପଡ଼ିଛି ଗୋଟିଏ ଯାତ୍ରୀବାହୀ ବସ୍ । ବସ୍‌ଟି ପୁରୀରୁ ଆଜି ଦିନ ୪ଟାରୁ ବାହାରିଥିଲା । ଏହା ପଶ୍ଚିମବଙ୍ଗର ହଳଦିଆ ଯିବାର ଥିଲା । ଏଥିରେ ୫୦ରୁ ଅଧିକ ଯାତ୍ରୀଥିଲେ । କିନ୍ତୁ ଅଧା ବାଟରେ ଏପରି ଦୁର୍ଘଟଣା ଘଟିଛି । ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । … Continue reading ବାରବାଟୀ ଛକରେ ବସ୍ ଦୁର୍ଘଟଣା; ୫ ମୃତ