ଇନ୍ଷ୍ଟାଗ୍ରାମରେ ନାବାଳିକାଙ୍କ ଅଶ୍ଳିଳ ଫଟୋ ଭାଇରାଲ କରି ଯୁବକ ଗିରଫ
କଟକ: ଜଣେ ନାବାଳିକାଙ୍କ ଅଶ୍ଲିଳ ଫଟୋ ପୋଷ୍ଟ କରିବା ଏବଂ ତାଙ୍କୁ ବାରମ୍ବାର ଫୋନ କରି ହଇରାଣ ହରକତ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ସାଇବର ଥାନା ପୁଲିସ ଗିରଫ କରିଛି । ଗିରଫ ଯୁବକଜଣକ ହେଲେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ କଖରୁଣିର ଦିନେଶ କୁମାର ସେଠୀ ଓରଫ କ୍ରିଷ୍ଣା ଦାସ ଓରଫ ବାବୁ(୨୪) । ତାଠାରୁ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରାଯାଇଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ କଟକ ବିଡାନାସୀ … Continue reading ଇନ୍ଷ୍ଟାଗ୍ରାମରେ ନାବାଳିକାଙ୍କ ଅଶ୍ଳିଳ ଫଟୋ ଭାଇରାଲ କରି ଯୁବକ ଗିରଫ
Copy and paste this URL into your WordPress site to embed
Copy and paste this code into your site to embed