ଟ୍ରେନ ଧକ୍କାରେ ଚାଲିଗଲା ସିଗନାଲ ଇଞ୍ଜିନିଅରଙ୍କ ଜୀବନ

କଣ୍ଟାବାଞ୍ଜି: ଟ୍ରେନ ଧକ୍କାରେ ସିଗନାଲ ଇଞ୍ଜିନିଅରଙ୍କ ମୃତ୍ୟୁ । ମୃତ ସିଗନାଲ ଇଞ୍ଜିନିୟର ହେଲେ ଅନୂପ ରାୟ । ବାପାଙ୍କ ମୃତ୍ୟୁପରେ ରେଳ ବିଭାଗରେ କରିଥିଲେ ଚାକିରି । ଗୁରବାର ରାତି କାମ ସାରି ଘରେ ଥିବା ବେଳେ ରେଳ ଗାଡ଼ିରେ କିଛି ଟେକ୍ନିକାଲ ସମସ୍ୟା ହୋଇଥିବା ନେଇ ଫୋନ ଆସିଥିଲା । ଅନୂପ କାମ ସାରି ଏକ ଗୁଡ୍ସ ଟ୍ରେନରେ ଲଖନା ପହଞ୍ଚି ଥିଲେ । ସେଠାରୁ ଘରକୁ ଯିବାକୁ ବାହାରି ଥିବା ବେଳେ ରେଳ … Continue reading ଟ୍ରେନ ଧକ୍କାରେ ଚାଲିଗଲା ସିଗନାଲ ଇଞ୍ଜିନିଅରଙ୍କ ଜୀବନ