ଘର ଉପରେ ପଡ଼ିଲା ବିଦ୍ୟୁତ ଖୁଣ୍ଟ, ଅଳ୍ପକେ ବର୍ତିଲେ ପରିବାର

କଲମପୁର: ଗତକାଲି ବିଳମ୍ବିତ ରାତିରେ ଦେଖା ଦେଇଥିଲା କାଳ ବୈଶାଖିର ପ୍ରଭାବ। ରାତି ତମାମ ବର୍ଷା ଓ ପବନ ତାର ତାଣ୍ଡବ ରଚିଥିଲା। ଏହି କାଳ ବୈଶାଖିର ପ୍ରଭାବରେ ଭାଙ୍ଗି ପଡ଼ିଥିଲା ଅନେକ ଗଛ। ଏହାସହ ବିଦ୍ୟୁତ ଖୁଣ୍ଟ ପଡ଼ି ନଷ୍ଟ ହେଇଛି ଘର। ତିନି ତିନି ଥର ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ଏହି ଅଭିନେତା ….