ଐତିହାସିକ ଘଟଣା , ଉଜ୍ଜୈନରେ ଲାଗିବ ବିଶ୍ବର ପ୍ରଥମ ବୈଦିକ ଘଡ଼ି

 ଉଜ୍ଜୟିନୀ: ମଧ୍ୟପ୍ରଦେଶର ଉଜ୍ଜୈନ ସହରରେ ଐତିହାସିକ ଘଟଣା ଘଟିବାକୁ ଯାଉଛି । ଏଠାରେ ଲାଗିଛି ବିଶ୍ବର ପ୍ରଥମ ବୈଦିକ ଘଡ଼ି । ଆସନ୍ତା ମାର୍ଚ୍ଚ ୧ରେ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ଭର୍ଚୁଆଲ୍ ମାଧ୍ୟମରେ ଉଦଘାଟନ କରିବେ। ଭାରତୀୟ କାଳଗଣନା ଅନୁସାରେ ଏହା ୩୦ ଘଣ୍ଟିଆ ଦିନରାତି ଦେଖାଇଥାଏ । ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ ମହାକାଳେଶ୍ୱର ଥିବା ସହର ଉଜ୍ଜୟିନୀ ପ୍ରାଚୀୟ ବୈଦିକ କାଳରୁ ଭାରତୀୟ କାଳଗଣନାର କେନ୍ଦ୍ର … Continue reading ଐତିହାସିକ ଘଟଣା , ଉଜ୍ଜୈନରେ ଲାଗିବ ବିଶ୍ବର ପ୍ରଥମ ବୈଦିକ ଘଡ଼ି