ଉଦ୍ଧବ ସରକାରଙ୍କୁ ବଡ଼ ଝଟକା

ମହାରାଷ୍ଟ୍ର: ଫ୍ଲୋର ଟେଷ୍ଟ ଉପରେ ରହିତାଦେଶ ମିଳିଲାନି । ମହାରାଷ୍ଟ୍ରର ଉଦ୍ଧବ ଠାକ୍‌ରେ ସରକାରଙ୍କୁ ବଡ଼ ଝଟକା । ମହାରାଷ୍ଟ୍ରରେ ଫ୍ଲୋର ଟେଷ୍ଟ ଉପରେ ରହିତାଦେଶ ମିଳିଲାନି । ରହିତାଦେଶ ଦେବାକୁ ମନାକଲେ ସୁପ୍ରିମକୋର୍ଟ । ରାଜ୍ୟପାଳଙ୍କ ନିର୍ଦ୍ଦେଶ ଅନୁସାରେ କାଲି ହେବ ଫ୍ଲୋର ଟେଷ୍ଟ । ୧୬ ବିଦ୍ରୋହୀ ବିଧାୟକ ବି ଦେଇପାରିବେ ଭୋଟ୍ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ବିଦ୍ରୋଦୀ ବିଧାୟକଙ୍କ ନେତା ଏକନାଥ ସିନ୍ଦେଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ ନିଜ … Continue reading ଉଦ୍ଧବ ସରକାରଙ୍କୁ ବଡ଼ ଝଟକା