ପ୍ରେମରେ ପଡିଗଲା ଦଶମ ଶ୍ରେଣୀ ଛାତ୍ରୀ

ବାଲେଶ୍ୱର : କଅଁଳ ବୟସ, କୁଆଁରୀ ମନ। ଦେହରେ ନୂଆ ଯୌବନ। ତେଲିଆ ଗେଲ୍ଲୀଆ କଥାରେ ମନ ଦେଇଦେଲା ଦଶମ ଶ୍ରେଣୀ ଝିଅଟା। ଏତ ନୂଆକରି ଯୌବନରେ ପାଦଥାପି ଥିବା ସରଳ ଝିଅଟା କଥାରେ ଅଛିପରା ଶହେ କଥାରେ ସତୀ ଭୂଲେ। ଏଇତ ନୂଆ ନୂଆ ଯୌବନରେ ପାଦ ଦେଇଛି। ତେବେ ସରଳ, ନୀରିହା ଝିଅଟି ପ୍ରେମକୁ ଠିକ ଭାବରେ ବୁଝିବା ପୂର୍ବରୁ ପଡ଼ିଗଲା ପ୍ରେମରେ। ଆଉ ପ୍ରେମ ଯେ କେତେ ଖସଡ଼ା ବାଟ ବୁଝିବା ପୂର୍ବରୁ … Continue reading ପ୍ରେମରେ ପଡିଗଲା ଦଶମ ଶ୍ରେଣୀ ଛାତ୍ରୀ