ଦ୍ବିତୀୟ ପର୍ଯ୍ୟାୟରେ ୬୧% ମତଦାନ : ତ୍ରିପୁରାରେ ରେକର୍ଡ ୭୭.୧୮% ଭୋଟ୍‌

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ-୨୦୨୪ର ଦ୍ବିତୀୟ ପର୍ଯ୍ୟାୟରେ ଆଜି ୧୩ଟି ରାଜ୍ୟର ୮୮ଟି ଆସନରେ ମତଦାନ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି। ନିର୍ବାଚନ କମିସନଙ୍କ ରିପୋର୍ଟ ମୁତାବକ ଦ୍ବିତୀୟ ପର୍ଯ୍ୟାୟରେ ସନ୍ଧ୍ୟା ୭ଟା ସୁଦ୍ଧା ୬୧ ପ୍ରତିଶତ ମତଦାନ ହୋଇଛି। ତ୍ରିପୁରାରେ ସର୍ବାଧିକ ୭୭.୧୮ ପ୍ରତିଶତ ମତଦାନ ହୋଇଥିବା ବେଳେ ଉତ୍ତରପ୍ରଦେଶରେ ସର୍ବନିମ୍ନ ୫୩ ପ୍ରତିଶତ ମତଦାନ ହୋଇଛି। ଏହା ସହିତ ମଣିପୁରରେ ୭୬.୧ ପ୍ରତିଶତ, ଛତିଶଗଡ଼ରେ ୭୨ ପ୍ରତିଶତ, ପଶ୍ଚିମବଂଗରେ ୭୧ ପ୍ରତିଶତ ଏବଂ ଆସାମରେ ୭୦ ପ୍ରତିଶତ … Continue reading ଦ୍ବିତୀୟ ପର୍ଯ୍ୟାୟରେ ୬୧% ମତଦାନ : ତ୍ରିପୁରାରେ ରେକର୍ଡ ୭୭.୧୮% ଭୋଟ୍‌