୫ କିଲୋ ବ୍ରାଉନ ସୁଗାର ଜବତ

ପାରାଦୀପ: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରୁ ଜାହାଜ ଯୋଗେ ବିଦେଶକୁ ବ୍ରାଉନ ସୁଗାର ଚୋରାଚାଲାଣ ବେଳେ ଧରାପଡ଼ିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଇଣ୍ଡୋନେସିଆରୁ ଆସୁଥିଲା ଆଉ ପାରାଦୀପ ଦେଇ ଡେନମାର୍କକୁ ବ୍ରାଉନ ସୁଗାର ଚୋରାଚାଲାଣ ହେଉଥିଲା ବେଳେ ପ୍ରାୟ ୫ କେଜିରୁ ଉର୍ଦ୍ଧ୍ବ ପରିମାଣର ବ୍ରାଉନ ସୁଗାର ଜବତ ହୋଇଛି। କଷ୍ଟମ ବିଭାଗ ଏହି ବ୍ରାଉନ ସୁଗାର ଜବତ କରିଛି।ଗତକାଲି ବିଳମ୍ବିତ ରାତ୍ରିରେ ଇଣ୍ଡୋନେସିଆରୁ ପଣ୍ୟ ଆଣି ଆସିଥିବା ଜାହାଜ ଏମ ଭି ଦେବୀ ପଣ୍ୟ ଆଣି ପାରାଦୀପର … Continue reading ୫ କିଲୋ ବ୍ରାଉନ ସୁଗାର ଜବତ