ଓଡିଶାରେ ୪୦ ହଜାର ଦାଦନ

ଭୁବନେଶ୍ୱର: ସରକାରୀ ଖାତାରେ ଓଡିଶାରେ ୪୦,୮୮ଜଣ ଦାଦନ । ଗୃହରେ ତାରା ବାହାିଦୀପତିଙ୍କ ପ୍ରଶ୍ନରେ ଶ୍ରମ ମନ୍ତ୍ରୀଙ୍କ ଉତ୍ତର । ବଲାଙ୍ଗିରରେ ସର୍ବାଧିକ ୨୬,୧୫୧ ଓ ଗଞ୍ଜାମରେ ୧୪୬୭ ଦାଦନ । ଲାଇସେନ୍ସପ୍ରାପ୍ତ ୬୨୬ ଠିକାଦାରଙ୍କ ଯୋଗେ ବାହାର ରାଜ୍ୟକୁ ଯାଇଛନ୍ତି । ଦୁର୍ଘଟଣା: ୫ ବର୍ଷରେ ୨୫,୯୩୪ ମୃତ୍ୟୁ