ହୀରାକୁଦ : ଖୋଲିଲା ଆଉ ୪ଟି ଗେଟ୍

ସମ୍ବଲପୁର : ଆଗାମୀ ଦିନରେ ପୁଣି ପ୍ରବଳ ବର୍ଷାର ହେବାର ସମ୍ଭାବନା ଥିବା ବେଳେ ହୀରାକୁଦ ଜଳଭଣ୍ଡାରରେ ଜଳ ପ୍ରବେଶ ମାତ୍ରା ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଆଉ ୪ଟି ଗେଟ୍ ଖୋଲାଯାଇଛି । ଏବେ ହୀରାକୁଦର ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ସୂଚନା ମୁତାବକ, ଗତକାଲି ହୀରାକୁଦର ୧୦ଟି ଗେଟ୍ ଖୋଲିଥିଲା । ହୀରାକୁଦର ଜଳସ୍ତର ୬୧୫.୧୭ ଫୁଟ ରହିଛି । ୩.୯୭ ଲକ୍ଷ ଘନଫୁଟ ଜଳ ପ୍ରବେଶ … Continue reading ହୀରାକୁଦ : ଖୋଲିଲା ଆଉ ୪ଟି ଗେଟ୍