ବକ୍ସିଂରେ ଭାରତକୁ ୨ୟ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: କମନୱେଲଥ ଗେମ୍ସ ୨୦୨୨ ର ଦଶମ ଦିନରେ ବକ୍ସିଂରେ ଭାରତର ଆଉ ଦୁଇ ସ୍ୱର୍ଣ୍ଣ ପଦକ ହାସଲ ।  ୪୮ କେଜି ବର୍ଗ ପୁରୁଷ ବକ୍ସିଂରେ ସ୍ୱର୍ଣ୍ଣ ଜିତିଲେ ଅମିତ ପଙ୍ଗଲ । ସେହିପରି ୪୫-୪୮ କେଜି ବର୍ଗରେ ଭାରତୀୟ ବକ୍ସର ନିତୁ ଗଂଘାସଙ୍କ ମହିଳା ବକ୍ସିଂରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । । ବକ୍ସିଂରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ