ଧରାପଡିଲେ ୨୬ ଚୋର

ରେଢାଖୋଲ : ୫୫୦ ଟି ଜଳ ଯୋଗାଣ ପାଇପ ଚୋରି ଘଟଣାର ପର୍ଦ୍ଦାଫାସ । ୨୬ ଚୋର ଓ ଚୋରି ପାଇପ କିଣିଥିବା ୨ ଜଣଙ୍କୁ ଧରିଲା ଯୁଯୁମରା ପୋଲିସ । ୧୦ ପାଇପ, ୧ ବୋଲେରୋ , ୩ ଟ୍ରକ, ୧ ପିସ୍ତଲ, ୪୦ ହଜାର ଟଙ୍କା ଜବତ ହୋଇଛି । ଗତ ମାସ ୧୬ ତାରିଖରେ ଆମଲିପାଣି କ୍ୟାମ୍ପରୁ ଚୋରି ହୋଇଥିଲା ପାଇପ । କ୍ୟାମ୍ପରେ ଥିବା ସିକ୍ୟୁରିଟି ଗାର୍ଡ ଓ କର୍ମଚାରୀଙ୍କୁ ବାନ୍ଧି … Continue reading ଧରାପଡିଲେ ୨୬ ଚୋର