ଆଶ୍ରମ ସ୍କୁଲରେ ୨୪ ଜଣ ଛାତ୍ର ଛାତ୍ରୀ ଅସୁସ୍ଥ

କୁଳିଅଣା : ଆଶ୍ରମ ବିଦ୍ୟାଳୟରେ ୨୪ ଜଣ ଛାତ୍ର ଛାତ୍ରୀ ଅସୁସ୍ଥ। ଗୁରୁତର ଅବସ୍ଥାରେ କୁଳିଅଣା ଡାକ୍ତରଖାନାରେ ଭର୍ତ୍ତି। ଏଭଳି ଘଟଣା ବ୍ଲକ ଅଧୀନ ବଡ଼ ନୂଆଗାଁ ଏସ ଏସ ଡି ବିଦ୍ୟାଳୟରେ ଘଟିଛି। ସୂଚନା ମୁତାବିକ, ବୁଧବାର ରାତିରେ ହଠାତ୍ ୪ଜଣ ଛାତ୍ରୀଅସୁସ୍ଥ ଅନୁଭବ କରିଥିଲେ। ସେମାନଙ୍କର ଜ୍ୱର, ମୁଣ୍ଡ ବ୍ୟଥା, ଛାତି ବ୍ୟଥା ଓ ବାନ୍ତି ହୋଇଥିଲା। ସେମାନେ ଚେତାଶୂନ୍ୟ ହୋଇପଡିବାରୁ ବିଦ୍ୟାଳୟ ତରଫରୁ ସଙ୍ଗେ ସଙ୍ଗେ କୁଳିଅଣା ଡାକ୍ତର ଖାନରେ ଭର୍ତ୍ତି କରିଥିଲେ। … Continue reading ଆଶ୍ରମ ସ୍କୁଲରେ ୨୪ ଜଣ ଛାତ୍ର ଛାତ୍ରୀ ଅସୁସ୍ଥ