କପି କରି ଧରାପଡ଼ିଲେ ୨୨ ପରୀକ୍ଷାର୍ଥୀ

ବ୍ରହ୍ମପୁର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବାର୍ଷିକ ପରୀକ୍ଷାର ଷଷ୍ଠ ଦିବସ । ଆଜି କଳାସ୍ରୋତର ଇତିହାସ, ବିଜ୍ଞାନ ସ୍ରୋତର ଭୂତତ୍ତ୍ୱ, ବାଣିଜ୍ୟ ସ୍ରୋତର ବି.ଏସ୍‌.ଏମ୍‌. ଓ ଧନ୍ଦାମୂଳକ ଶିକ୍ଷା ସ୍ରୋତର ଗଣିତ ପରୀକ୍ଷା ଦକ୍ଷିଣାଞ୍ଚଳ ଅଧୀନସ୍ଥ ୮ଟି ଜିଲ୍ଲାର ୨୦୫ଟି ପରୀକ୍ଷା କେନ୍ଦ୍ରରେ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଯାଇଛି । ଆଜି କଳା ସ୍ରୋତର ଇତିହାସ ପରୀକ୍ଷାରେ ୨୨ ଜଣ ପରୀକ୍ଷାର୍ଥୀ କପି ଅଭିଯୋଗରେ ବ୍ରହ୍ମପୁର ଜୋନାଲ୍ ସ୍କ୍ୱାଡ୍ ସଦସ୍ୟଙ୍କ ହାତରେ … Continue reading କପି କରି ଧରାପଡ଼ିଲେ ୨୨ ପରୀକ୍ଷାର୍ଥୀ