୨ ଟ୍ରକ ମୁହାଁମୁହିଁ ଧକ୍କା : ଜିଅନ୍ତା ଜଳିଗଲେ ୨ ଜଣ ଟ୍ରକ ଚାଳକ

ଉତ୍ତର ପ୍ରଦେଶ : ବୁଧବାର ରାତିରେ ଉତ୍ତର ପ୍ରଦେଶର ଏକ ଅଞ୍ଚଳରେ ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଧକ୍କା ପରେ ଉଭୟ ଟ୍ରକରେ ନିଆଁ ଲାଗିଯାଇଥିଲା । ଏହି ନିଆଁ ଧୀରେ ଧୀରେ ଭୟଙ୍କର ଅଗ୍ନିକାଣ୍ଡରେ ପରିଣତ ହୋଇଯାଇଥିଲା । ଏହି ନିଆଁର ରୂପ ଏତେ ଭୟଙ୍କର ଥିଲା ଯେ, ସ୍ଥାନୀୟ ଲୋକ ଆତଙ୍କିତ ହୋଇଯାଇଥିଲେ । ସ୍ଥାନୀୟ ଲୋକ , ତୁରନ୍ତ ଅଗ୍ନିଶମ ବାହିନୀ ଓ ପୋଲିସକୁ ଖବର ଦେଇଥିଲେ … Continue reading ୨ ଟ୍ରକ ମୁହାଁମୁହିଁ ଧକ୍କା : ଜିଅନ୍ତା ଜଳିଗଲେ ୨ ଜଣ ଟ୍ରକ ଚାଳକ