+୨  ଛାତ୍ରଙ୍କ ଆତ୍ମହତ୍ୟା

ବହ୍ମପୁର : +୨ ଦ୍ୱିତୀୟ ବର୍ଷ ବିଜ୍ଞାନ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଠାବ । ବୈଦନାଥପୁର ଥାନା ସୂର୍ଯ୍ୟନଗରରେ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । କାଲି ପଦାର୍ଥ ବିଜ୍ଞାନରେ ପରୀକ୍ଷାରେ ଏମ୍‌ପି କରିଥିଲେ ସ୍ୱାର୍ଡ । ଘରୋଇ କଲେଜ ଛାତ୍ର , ଖଲ୍ଲିକୋର୍ଟ କଲେଜରେ ପରୀକ୍ଷା ଦେଉଥିଲେ ।   ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରି ସ୍ୱାମୀ ଗିରଫ