୧୪୨ ଛାତ୍ରୀଙ୍କୁ ଯୌନ ନିର୍ଯାତନା, ପ୍ରିନ୍ସିପାଲ ଗିରଫ

ଜିନ୍ଦ୍ : ହରିୟାଣାର ଜିନ୍ଦ ସହରର ଏକ ସରକାରୀ ବାଳିକା ବିଦ୍ୟାଳୟରେ ୧୪୨ ଜଣ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ପୁଲିସ ଗୁରୁବାର ଉକ୍ତ ବିଦ୍ୟାଳୟର ପ୍ରିନ୍ସିପାଲଙ୍କୁ ଗିରଫ କରିଛି । ପ୍ରିନ୍ସିପାଲ ଜଣକ ବିଗତ ୬ ବର୍ଷ ଧରି ଏଭଳି କୁକର୍ମରେ ଲିପ୍ତ ଥିଲେ ବୋଲି ବିଦ୍ୟାଳୟର ୩୯୦ ଛାତ୍ରୀ ସେମାନଙ୍କ ବୟାନରେ କହିଛନ୍ତି । ସଂପୃକ୍ତ ପ୍ରିନ୍ସିପାଲଙ୍କ ବିରୋଧରେ ଅଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ମାମଲା ଶିକ୍ଷା ବିଭାଗ ଉଚ୍ଚପଦାଧିକାରୀଙ୍କ ନିକଟକୁ ପଠାଯାଇଛି … Continue reading ୧୪୨ ଛାତ୍ରୀଙ୍କୁ ଯୌନ ନିର୍ଯାତନା, ପ୍ରିନ୍ସିପାଲ ଗିରଫ