ଭୁବନେଶ୍ୱରରେ ଆଜି ଆଉ ୧୪ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ଆଉ ୧୪ ଜଣ କରୋନା ପଜେଟିଭ ଟିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ଟି କ୍ୱାରେଣ୍ଟିନ କେସ ରହିଥିବା ବେଳେ ୧୦ଟି ଲୋକାଲ କଣ୍ଟାକ୍ଟ କେସ ରହିଛି । ୧୦ ଲୋକାଲ କଣ୍ଟାକ୍ଟ କେସ ମଧ୍ୟରେ କାନନ ବିହାର ଫେଜ ୨ରୁ ଜଣେ ୭୫ ବର୍ଷୀୟା ମହିଳା ଗୋଟିଏ ଘରୋଇ ହସ୍ପିଟାଲକୁ ଯାଇ କରୋନା ସଂକ୍ରମିତ ହୋଇଛନ୍ତି । ବମିଖାଲରୁ ଜଣେ ୪୦ ବର୍ଷୀୟ ଯୁବକ ମଧ୍ୟ ଏକ ଘରୋଇ ହସ୍ପିଟାଲ … Continue reading ଭୁବନେଶ୍ୱରରେ ଆଜି ଆଉ ୧୪ ପଜିଟିଭ ଚିହ୍ନଟ