ବୋଲେରୋ ଦୁର୍ଘଟଣାରେ ୧୧ ବର୍ଷର ପୁଅର ଚାଲିଗଲା ଜୀବନ

କେନ୍ଦୁଝର : ପୁଅର ବ୍ରତଘର ସରିବା ପରେ ମାନସିକ ପୂରଣ ପାଇଁ ତରିଣୀଙ୍କ ପାଖକୁ ଯାଇଥିଲେ । ସେଠାରେ ମା’ଙ୍କ ଦର୍ଶନ ସାରି ପୂଜାର୍ଚ୍ଚନା କରି ଘରକୁ ଫେରିବା ବାଟରେ ଗାଡି ଦୁର୍ଘଟଣା ହେବାରୁ ୧୧ବର୍ଷ ପୁଅର ଜୀବନ ଯାଇଛି । ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର-ଭଦ୍ରକ ରାସ୍ତାର ବେତିରା ଛକ ନିକଟରେ । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ କାନ୍ଥିଗଡ଼ିଆ ଗାଁର ପରିତୋଷ ପାଢ଼ୀଙ୍କ ପୁଅ ପ୍ରିୟବ୍ରତର ଗତ କିଛିଦିନ ପୂର୍ବେ ବ୍ରତଘର … Continue reading ବୋଲେରୋ ଦୁର୍ଘଟଣାରେ ୧୧ ବର୍ଷର ପୁଅର ଚାଲିଗଲା ଜୀବନ