43.9 C
Bhubaneswar
Friday, April 19, 2024
Homeକରୋନାଖୁବ୍ ଶୀଘ୍ର ଜାଇକୋଭ୍‌-ଡି

ଖୁବ୍ ଶୀଘ୍ର ଜାଇକୋଭ୍‌-ଡି

ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ଭାରତରେ ଉପଲବ୍ଧ ହେବ କରୋନା ଟିକା ଜାଇକୋଭ୍‌-ଡି । କେତେ ଦର ରହିବ କିଛି ସ୍ଥିର ହୋଇନି ବୋଲି କହିଲେ ରାଜେଶ ଭୂଷଣ । ଏବେ ବୁଷ୍ଟର ଡୋଜ୍ ଦିଆଯିବା କଥା ଚିନ୍ତା କରିନୁ କହିଲେ ବଳରାମ ଭାଗର୍ବ । ସବୁ ଲୋକ ଉଭୟ ଡୋଜ ଟିକା ପାଇଲେ ଯାଇ ଅନ୍ୟ କିଛି ଚିନ୍ତା କରିବୁ । ଡେଙ୍ଗୁ ଟିକା ପ୍ରସ୍ତୁତ କରିବା ପାଇଁ ବଡ ଲକ୍ଷ୍ୟ କହିଲେ ଭାଗର୍ବ । ଆଇସିଏମ୍‌ଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗବଙ୍କ ସୂଚନା ।ଡେଙ୍ଗୁ ଷ୍ଟ୍ରେନ ନେଇ ଭାରତୀୟ କାଂନୀ ଲାଇସେନ୍ସ ପାଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ବିଦେଶରେ ଫେଜ୍ -୧ ଟ୍ରାଏଲ କରିଛନ୍ତି । ଆମେ ଅଧିକ ଟ୍ରାଏଲ କରିବାକୁ ୋଜନା କରିଛୁ କହିଲେ ଭାର୍ଗବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking