34.1 C
Bhubaneswar
Thursday, April 25, 2024
Homeଓଡିଶାଭୋଜି କରି କେନ୍ଦୁଝର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗିରଫ

ଭୋଜି କରି କେନ୍ଦୁଝର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗିରଫ

ଆନନ୍ଦପୁର : ଭୋଜି କରି ହେଲେ ହଟହଟା । କେନ୍ଦୁଝର ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କ ସହ ୪ ହେଲେ ଗିରଫ । ପଦନା ଛକ ଅଞ୍ଚଳରୁ ରାମଚନ୍ଦ୍ରପୁର ପୁଲିସ ଦ୍ୱାରା ସେମାନଙ୍କୁ ଗିରଫ କରାଯାଇଛି । ଭୋଜି କରି କେନ୍ଦୁଝର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗିରଫ । ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ଷୟ ସାହୁଙ୍କ ସହ ଆଉ ୪ ଜଣଙ୍କୁ ଗିରଫ କରାଯାଇଛି । କୋଭିଡ଼୍ ଗାଇଡ଼୍ ଲାଇନ୍ ନ ମାନି ଭୋଜି କରିବା ଅଭିଯୋଗରେ ଗିରଫ କରାଯାଇଛି । ପଦନା ଛକ ଅଞ୍ଚଳରୁ ଭୋଜି କରୁଥିବା ବେଳେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କ ସହ ଅନ୍ୟ ୪ ଜଣଙ୍କୁ ଗିରଫ କରାଯାଇଛି । ଏନେଇ ରାମଚନ୍ଦ୍ରପୁର ଥାନା ଆଇଆଇସି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ , କରୋନା ମହାମାରୀକୁ ଦୃଷ୍ଟିରେ ରଖି ସମୂହ ମିଳନ , ସଭା ସମିତି ଆଦିକୁ ବାରଣ କରାଯିବା ସହ ଭୋଜିଭାତ କୁ ମଧ୍ୟ ବାରଣ କରାଯାଇଛି । ସାମାଜିକ ଦୂରତ୍ୱକୁ ମାନି ଚଳିବାକୁ ସରକାରଙ୍କ ତରଫରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking