30.1 C
Bhubaneswar
Thursday, April 25, 2024
Homeଓଡିଶାଜିଲ୍ଲା ପରିଷଦ: ବିଜେଡି ୮୫୧, ବିଜେପି ୮୪୮

ଜିଲ୍ଲା ପରିଷଦ: ବିଜେଡି ୮୫୧, ବିଜେପି ୮୪୮

ଭୁବନେଶ୍ୱର: ଦଳୱାରୀ ଜିଲ୍ଲା ପରିଷଦ ପ୍ରାର୍ଥୀ ସଂଖ୍ୟା ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ନିର୍ବାଚନ ହେଉଥିବା ମୋଟ ୮୫୨ରୁ ବିଜେଡି ୮୫୧ରେ ପ୍ରାର୍ଥୀ ଦେଇଛି । ବିଜେପି ୮୪୮, କଂଗ୍ରେସ ୮୩୬ ଜିଲ୍ଲା ପରିଷଦ ଆସନରେ ପ୍ରାର୍ଥୀ ଦେଇଛି । ବିଏସପି ୧୫୯, ସିପିଆଇ ୩୮, ସିପିଆଇଏସ ୭୨, ଆପ ୩୨ରେ ପ୍ରାର୍ଥୀ ଦେଇଛି । ୮୫୨ ଜିଲ୍ଲା ପରିଷଦ ଆସନରେ ୨୯୮ ସ୍ୱାଧୀନ ପ୍ରାର୍ଥୀ ବି ଲଢୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking