ମୁମ୍ବାଇକୁ ଘାରିଲା ଜିକା ଭାଇରସ୍‌ ଚିନ୍ତା, ୧୦ ଆକ୍ରାନ୍ତ ଚିହ୍ନଟ

ମୁମ୍ବାଇ : କରୋନା ସଂକ୍ରମଣ ପରେ ଏବେ ଆଉ ଏକ ସଂକ୍ରମଣ ଦେଶବାସୀଙ୍କ ଚିନ୍ତା ବଢ଼ାଇଛି। ତାହା ହେଉଛି ଜିକା ଭାଇରସ୍‌। କିଛି ଦିନ ହେଲା ଥମି ଯାଇଥିବା ଜିକା ଭାଇରସ ଉପଦ୍ରବ ପୁଣି ଥରେ ଆରମ୍ଭ ହୋଇଛି। ଏଥର କେବଳ ମହାରାଷ୍ଟ୍ରରେ ୧୦ ନୂଆ ଜିକା ଭାଇରସ ମାମଲା ସାମନାକୁ ଆସିଛି। ଏହାପରେ ମୁମ୍ବାଇ ଟାସ୍କ- ଫୋର୍ସ ଆଲର୍ଟ ହୋଇ ଯାଇଛି। ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, କୋହ୍ଲାପୁରାରେ ୪ ଜଣ, … Continue reading ମୁମ୍ବାଇକୁ ଘାରିଲା ଜିକା ଭାଇରସ୍‌ ଚିନ୍ତା, ୧୦ ଆକ୍ରାନ୍ତ ଚିହ୍ନଟ