ବିଶ୍ବକୁ ମିଳିବ ଜିକା ଭ୍ୟାକ୍ସିନ୍ ! ପ୍ରଥମ କ୍ଲିନିକାଲ୍ ଟେଷ୍ଟ ଆରମ୍ଭ କଲା ବ୍ରିଟେନ୍‌

ଲଣ୍ଡନ : ଜିକା ଭ୍ୟାକ୍ସିନ୍‌ର ପ୍ରଥମ କ୍ଲିନିକାଲ୍ ଟେଷ୍ଟ ଆରମ୍ଭ କଲା ବ୍ରିଟେନ୍ । ପଶୁ ଉପରେ ଟିକାର ସକରାତ୍ମକ ପ୍ରଭାବ ପଡିବା ପରେ ବ୍ରିଟେନ ଏହି ଜିକା ଟିକାର ପ୍ରଥମ ମାନବ କ୍ଲିନିକାଲ ପରୀକ୍ଷା ଆରମ୍ଭ କରିଛି । ଲିଭରପୁଲ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଏହି ଟିକାର ପରୀକ୍ଷା କରାଯାଉଛି । ଯଦିଓ ୨୦୧୬ ଭଳି ବର୍ତ୍ତମାନ ଜିକାର କୌଣସି ଭୟାବହତା ନାହିଁ, ତଥାପି ମାନବ ସମାଜ ପାଇଁ ଏହି ଭାଇରସ୍ ବିପଦ ସୃଷ୍ଟି କରିଛି । … Continue reading ବିଶ୍ବକୁ ମିଳିବ ଜିକା ଭ୍ୟାକ୍ସିନ୍ ! ପ୍ରଥମ କ୍ଲିନିକାଲ୍ ଟେଷ୍ଟ ଆରମ୍ଭ କଲା ବ୍ରିଟେନ୍‌