28.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶୟୁଟ୍ୟୁବରୁ ହଟିବ ଏହି ଫିଚର

ୟୁଟ୍ୟୁବରୁ ହଟିବ ଏହି ଫିଚର

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବ ନିଜ ବ୍ୟବହାରକାରୀଙ୍କ ପାଇଁ ନୂଆ ନୂଆ ଏକ୍ସପେରିମେଣ୍ଟ କରିଥାଏ । ଏମିତିରେ ପୁଣି ଥରେ ୟୁଟ୍ୟୁବ ଏକ୍ସପେରିମେଣ୍ଟ କରିଛି । ଅର୍ଥାତ ୟୁଟ୍ୟୁବ ଅନୁସାରେ, ଏବେ ଏକ ମୁଖ୍ୟ ଫିଚରକୁ ୟୁଟ୍ୟୁବ ହଟାଇବା ପାଇଁ କମ୍ପାନୀ ନିଷ୍ପତ୍ତି ନେଇଛି । ରିପୋର୍ଟ ଅନୁସାରେ, ୟୁଟ୍ୟୁବର ଏବେ ଡିସଲାଇକ ଅପ୍ସନ ହଟିଯିବ । ଏନେଇ ୟୁଟ୍ୟୁବ ପକ୍ଷରୁ ଏକ ଟ୍ୱିଟ ମଧ୍ୟ କରାଯାଇଥିଲା । ଡିସଲାଇକ ବଟନ ସ୍କ୍ରିନରେ ଦେଖାଯିବ, କିନ୍ତୁ କେତେ ଲୋକ କେଉଁ କଣ୍ଟେଣ୍ଟକୁ ଡିସଲାଇକ କରିଛନ୍ତି, ତାହା ଜଣାପଡିବନାହିଁ । ଆପଣ କେବଳ ଭ୍ୟୁଜ ଓ ଲାଇକ୍ସର କାଉଣ୍ଟିଂ ଦେଖିପାରିବେ । ହେଲେ ଡିସଲାଇକର କାଉଣ୍ଟିଂ ଦେଖିପାରିବେ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking