ପୁରୀରେ ଯୁବକଙ୍କୁ ଛୁରାମାଡ

ପୁରୀ : ପୁରୀରେ ଘଟିଛି ଅଭାବନୀୟ ଘଟଣା। ବିଳମ୍ବିତ ରାତିରେ ଯୁବକଙ୍କୁ ଛୁରାମାଡ କଲେ ଦୁର୍ବୃତ୍ତ । ସୂଚନା ଅନୁସାରେ, ବୁଧବାର ରାତିରେ ଜଣେ ଯୁବକ ତେଲ ପକାଇବା ପାଇଁ ଆସୁଥିବା ସମୟରେ ପୁରୀ–ବ୍ରହ୍ମଗିରି ରାସ୍ତା ନିକଟରେ ପ୍ରାୟ ୪ରୁ ୫ ଜଣ ଦୁର୍ବୃତ୍ତ ଯୁବକଙ୍କ ଉପରକୁ ଛୁରାମାଡ କରିଥିଲେ । ଦୁର୍ବୃତ୍ତଙ୍କ ଛୁରାମାଡରେ ଯୁବକ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଛୁରାମାଡ ପରେ ଦୁର୍ବୃତ୍ତମାନେ … Continue reading ପୁରୀରେ ଯୁବକଙ୍କୁ ଛୁରାମାଡ