34.1 C
Bhubaneswar
Friday, March 29, 2024
Homeଓଡିଶାଯୁବ ସଂଘଠନଙ୍କ ଅନଶନ ପୌରପାଳିକା ସମ୍ମୁଖରେ

ଯୁବ ସଂଘଠନଙ୍କ ଅନଶନ ପୌରପାଳିକା ସମ୍ମୁଖରେ

କୋରାପୁଟ : କୋରାପୁଟ ଜିଲ୍ଲା ଜୟପୁର ସହର ପୌରପାଳିକା ସମୁଖରେ ଯୁବ ସଂଗଠନର ଅନଶନ । ମହିଳା ସଶକ୍ତିକରଣ ନିମନ୍ତେ ବିଭିନ୍ନ ଯୋଜନା ଉପରେ ଆଲୋଚନା ହୋଇଛି । ସରକାରଙ୍କ ନିର୍ଦେଶ କ୍ରମେ SHG ଗ୍ରୁପ୍ର ମାନେ ଜୟପୁର ପୌରପରିଷଦରେ ଥିବା ପବ୍ଲିକ ଟୋଲେଟ ସମସ୍ତ ରକ୍ଷଣାବେକ୍ଷଣ ଦାଇତ୍ୱରେ ରହିବେ । କିନ୍ତୁ ଦୁଃଖର ବିସୟ ଜୟପୁର ସହରରେ ରହିଥିବା ଶୌଚାଳୟ ମଧ୍ୟରୁ ୧୮ଟି ଶୌଚାଳୟ ପାଇଁ ୧୮ ଟି SHG ମହିଳା ଗ୍ରୁପ୍ ଓ NGO ଶସ୍ତାକୁ ରକ୍ଷଣାବେକ୍ଷଣ ଦାଇତ୍ଵ ପ୍ରଦାନ କରିଥିଲେ 13/6/2020, ହେଲେ ଦୀର୍ଘ ଚାରିମାସ ହେଲାଣି କାହିଁକି କାର୍ଯ୍ୟାଦେଶ କରାଯାଉ ନାହିଁ ବୋଲି ପ୍ରଶ୍ନ ଉଠିଛି`। ତେଣୁ ଆଜି ଜୟପୁର ପୌରପରିଷଦ ସମୁଖରେ ଯୁବ ସଂଘଠନ ତରଫରୁ ରବୀନ୍ଦ୍ର ମହାପାତ୍ର SHG ମୋହିଳା ଙ୍କୁନେଇ ଅନଶନ ରେ ବସିଥିଲେ ।
ଗତ ଅଗଷ୍ଟ ୨୦ ତାରିଖ ରେ ୯ଟି କୋମୁନୀସୀଟି ଟୋଇଲେଟ ରକ୍ଷ୍ୟାଣବେକ୍ଷଣ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହି ନଟି ଟୋଲେଟ ପାଇଁ SHG ଗ୍ରୁପ୍ର ଆବେଦନ କରିବା ସହ ପୌର ପରିଷଦର ସର୍ତ ଅନୁସାରେ ପାଞ୍ଚ ହାଜର ଟଙ୍କା ପ୍ରତି ଗ୍ରୁପ୍ ଗୋଟିଏ ଶୌଚାଳୟ ନିମନ୍ତେ ଅମାନତ ରାଶି ପୌରପରିଷଦରେ ଜମା କରିଥିବା ବେଳେ ଆଜି ଜାଏ କାର୍ଯ୍ୟା ନିର୍ଦେଶ ହୋଇନାହିଁ ।
ଜୟପୁର ପୌରପରିଷଦରେ ଅଧୀନରେ ବିଭିନ୍ନ ପାର୍କ ରହିଥିବା ବେଳେ ଜୟନଗର ନେତାଜୀ ପାର୍କ ଓ ପାରାବେଡାରେ ରହିଥିବା ପାର୍କର ରକ୍ଷଣା ବେକ୍ଷଣ ଦାଇତ୍ଵ ଦିଆଯିବା ପରେ ଏହାକୁ ରଦ୍ଦ କରାଗଲା କାହିଁକି । ଯାହାଦ୍ୱାରା ଦୀର୍ଘ ୧୫ ବର୍ଷଧରି ରକ୍ଷଣବେକ୍ଷଣ ଅଭାବ ଦ୍ଵାରା ଅନାବନା ଗଛର ଜଙ୍ଗଲ ହୋଇ ପଡିରହିଛି ଓ ସେଠାରେ ଓ ସାମାଜିକ ଵ୍ୟକ୍ତିଙ୍କ ମଦ ଜୁଆ ଆଡା ପାଲଟିଛି । କଥାରେ ରହିଛି ସରକାରୀ ମାଲ୍ ଦରିୟା ମେ ଦାଲ ସେହି ପରି ପଡିରହିଛି । ଯୁବ ସଂଘଠନ ରୋ ଆବାହକ ରବୀନ୍ଦ୍ର ମହାପାତ୍ରଙ୍କୁ ପୌରପାଳିକା ତରଫରୁ ଏକ ମାସମଧ୍ୟରେ ଏହାର ସମାଧାନ କୋରୀବା ନେଇ ପ୍ରତିଶ୍ରୁତି ମିଳିବା ପରେ ଅନଶନରୁ ଅହରି ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking