43.9 C
Bhubaneswar
Friday, April 19, 2024
Homeଓଡିଶାକରୋନା ଭାଇରସ ଗୁଜବ କରି ଯୁବକ ଗିରଫ

କରୋନା ଭାଇରସ ଗୁଜବ କରି ଯୁବକ ଗିରଫ

ରାଇଘର : ସୋସିଆଲ ମିଡିଆରେ କରୋନା ଭାଇରସକୁ ନେଇ ମିଥ୍ୟା ଖବର ପ୍ରଚାର କରି ଜଣେ ଯୁବକ ଗିରଫ ହୋଇଛନ୍ତି । ଗିରଫ ଯୁବକ ଜଣକ ହେଲେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଭାର୍ଶୁଣ୍ଢି ଗ୍ରାମର ମିଥୁନ ହାଲଦାର । ଗତ ୧୭ ତାରିଖ ମିଥୁନ ନିଜ ଗ୍ରାମରେ ଏକ ଛେଳି କଟାଉଥିବା ବେଳେ ଛେଳିର ଦେହରେ କିଛି ଚିହ୍ନକୁ ଦେଖାଇ ଏହାକୁ କରୋନା ହୋଇଛି ବୋଲି କହି ସୋସିଆଲ ମିଡିଆରେ ଭାଇରାଲ୍ କରିଥିଲେ । କରୋନାକୁ ନେଇ ସାରା ବିଶ୍ୱରେ ଆତଙ୍କ ଖେଳି ଯାଇଥିବା ବେଳେ ଏଭଳି ଏକ ଭିଡିଓ ଭାଇରାଲ୍ ହେବା ଖବର ପାଇ ସ୍ଥାନୀୟ ପୁଲିସ ଉକ୍ତ ଯୁବକଙ୍କୁ ପଚରାଉଚରା କରିବା ସହ ଗିରଫ କରି କୋର୍ଟଚାଲାଣ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking