38.1 C
Bhubaneswar
Tuesday, April 23, 2024
Homeଓଡିଶାଥାନା ସାମ୍ନାରେ ନିଜକୁ ଜାଳିଲେ ଯୁବକ

ଥାନା ସାମ୍ନାରେ ନିଜକୁ ଜାଳିଲେ ଯୁବକ

ସାଲେପୁର: କିଶନନଗର ଥାନା ସାମ୍ନାରେ ନିଜକୁ ଜାଳିଲେ ଯୁବକ ।ପେଟ୍ରୋଲ ଢାଳି ନିଆଁ ଲଗାଇ ଦେବାରୁ ପୋଡି ହୋଇ ଗୁରୁତର । ପୋଡି ହୋଇ ଗୁରୁତର ଥିବା ବ୍ୟକ୍ତି ଜଣଙ୍କୁ କଟକ ସ୍ଥାନାନ୍ତର । ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ପରିଚୟ ମିଳି ପାରିନି । କେଉଁ କାରଣ ପାଇଁ ଥାନା ସାମ୍ନାରେ ନିଜକୁ ନିଆଁ ଲଗାଇଲେ, କାରଣ ଅସ୍ପଷ୍ଟ ରହିଛି ।

ରଥଯାତ୍ରା ପାଇଁ ପୁରୀରେ କରାଯିବ ବ୍ୟାପକ ଟିକାକରଣ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking