ଯୁବତୀଙ୍କୁ ୩୧ ଖଣ୍ଡ କରି କାଟିବା ଘଟଣା: ଅଭିଯୁକ୍ତ ଦମ୍ପତ୍ତି ଗିରଫ

ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲା ରାଇଘରରେ ଯୁବତୀଙ୍କୁ ୩୧ ଖଣ୍ଡ କରିବା ଘଟଣାରେ ଅଭିଯୁକ୍ତ ଦମ୍ପତି ଗିରଫ । ମୁରମଡିହି ଗାଁର ଚନ୍ଦ୍ର ରାଉତ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି ପୋଲିସ । ପରକୀୟା ପ୍ରୀତିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ବୁଧବାର ଠାରୁ ନିଖୋଜ ଥିଲେ ନବରଙ୍ଗପୁର ରାଇଘର ଥାନା ବାଗବେଡ଼ା ଗାଁ ତିଲାବତୀ । ବୁଧବାର ଠାରୁ ନିଖୋଜ ଥିଲେ ତିଲାବତୀ । ତିନି ଦିନ ପରେ ମୁରମଡିହି ଜଙ୍ଗଲରୁ … Continue reading ଯୁବତୀଙ୍କୁ ୩୧ ଖଣ୍ଡ କରି କାଟିବା ଘଟଣା: ଅଭିଯୁକ୍ତ ଦମ୍ପତ୍ତି ଗିରଫ