ପାଣିକୁଣ୍ଡରେ ବୁଡ଼ି ଯୁବକ ମୃତ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ତହରାକାରିଆଗୁଡ଼ା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଜଣେ ଯୁବକ ପାଣି କୁଣ୍ଡରେ ବୁଡ଼ି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ,ତହରାକାରିଆଗୁଡ଼ା ଗ୍ରାମର ସାତିମ ମାଝୀଙ୍କ ପୁଅ ସୁରେନ୍ଦ୍ର ମାଝୀ ସବୁ ଦିନ ଭଳି ଆଜି ମଧ୍ୟ ଦିନ ୧୧ଟାରେ ନିଜ ଜମିରେ କାମ ସାରି ଘର ନିକଟରେ ଥିବା ପାଣି କୁଣ୍ଡରେ ଗାଧୋଇବା ପାଇଁ ଯାଇଥିଲେ। ଅସାବଧାନତା ଯୋଗୁଁ ଗାଧୋଇବା ସମୟରେ ସୁରେନ୍ଦ୍ର ପାଣିରେ … Continue reading ପାଣିକୁଣ୍ଡରେ ବୁଡ଼ି ଯୁବକ ମୃତ