ଦୈହିକ ସମ୍ପର୍କ ଲାଗି ମନା କରିବାରୁ ‘ଲିଭ୍‌-ଇନ୍‌’ ପାର୍ଟନର୍‌ଙ୍କୁ କଇଁଚିରେ ଭୁସି ହତ୍ୟା କଲେ ଯୁବକ

ଇନ୍ଦୋର: ଦୈହିକ ସମ୍ପର୍କ ଲାଗି ଅରାଜି ହେବାରୁ ୨୦ ବର୍ଷୀୟ ‘ଲିଭ୍‌-ଇନ୍‌’ ପାର୍ଟନର୍‌ଙ୍କୁ କଇଁଚିରେ ଭୁସି ହତ୍ୟା କରିଥିବା ଜଣେ ଯୁବକଙ୍କୁ ବୁଧବାର ଦିନ ଇନ୍ଦୋର୍‌ରୁ ଗିରଫ କରାଯାଇଥିବା କଥା ପୁଲିସ କହିଛି। ‘ଇନ୍‌ଷ୍ଟାଗ୍ରାମ୍‌’ରେ ବନ୍ଧୁତ୍ବ ନିବିଡ଼ ହେବା ପରେ ଅଳ୍ପ କିଛି ଦିନ ହେବ ଦୁହେଁ ସହରରେ ଗୋଟାଏ ଘର ଭଡ଼ା ନେଇ ପୀଡ଼ିତା ଓ ଅଭିଯୁକ୍ତ ଏକତ୍ର ରହୁଥିଲେ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ସାମ୍ବାଦିକମାନଙ୍କୁ ଅତିରିକ୍ତ ଡେପୁଟି ପୁଲିସ କମିସନର୍‌ ଅଭିନୟ … Continue reading ଦୈହିକ ସମ୍ପର୍କ ଲାଗି ମନା କରିବାରୁ ‘ଲିଭ୍‌-ଇନ୍‌’ ପାର୍ଟନର୍‌ଙ୍କୁ କଇଁଚିରେ ଭୁସି ହତ୍ୟା କଲେ ଯୁବକ