ଯୁବତୀଙ୍କୁ ପ୍ରତାରଣା କରି ଯୁବକ ଫେରାର୍
କେନ୍ଦ୍ରାପଡ଼ା : ଜନୈକା ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା କରି ଯୁବକ ଜଣଙ୍କ ଫେରାର୍ ହୋଇଯାଇଛନ୍ତି । ଥାନାରେ ଅଭିଯୋଗ କରି ମଧ୍ୟ ନ୍ୟାୟ ନପାଇ ଯୁବତୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପ୍ରକାଶ ଯେ, ରାଜସ୍ଥାନ ଅଲ୍ୱାର୍ ଜିଲ୍ଲା ଅଲ୍ୱାର ଗ୍ରାମର ଜନୈକା ଯୁବତୀ ପ୍ରତାରଣାର ଶିକାର ହୋଇଛନ୍ତି । ଅଭିଯୋଗ ଅନୁଯାୟୀ, ପଟ୍ଟାମୁଣ୍ଡାଇ ଥାନା ପନ୍ତୁରୀ ଗ୍ରାମର ସରୋଜ ସ୍ୱାଇଁ (୩୦) ୨୦୨୧ ମେ’ ୧୨ ତାରିଖରେ … Continue reading ଯୁବତୀଙ୍କୁ ପ୍ରତାରଣା କରି ଯୁବକ ଫେରାର୍
Copy and paste this URL into your WordPress site to embed
Copy and paste this code into your site to embed