ଯୁବ ବିଜେଡି ନେତାଙ୍କୁ ହତ୍ୟା !

ଫୁଲବାଣୀ: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ରହିଛି । ଦଡକି ପଂଚାୟତ ନିର୍ବାହୀ ଅଧିକାରୀଙ୍କ କ୍ୱାର୍ଟର୍ସରୁ ମୃତଦେହ ହୋଇଥିବା ଖବର ସାମ୍ନାକୁ ଆସିଛି । ମୃତ ଯୁବକ ବିଜୁ ଜନତା ଦଳର ଜିଲ୍ଲା ଉପସଭାପତିଙ୍କ ସୂଚନା ରହିଛି । ଯୁବକଙ୍କୁ ହତ୍ୟା ସନ୍ଦେହ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି । ଆଜି ବିଶ୍ୱ ଏଡ୍‌ସ ଦିବସ