ଡିଜିଟାଲ ଲାଞ୍ଚ ନେଲେ ଫସିବେ: ଭିଜିଲାନ୍ସ

ଭୁବନେଶ୍ୱର: ଡିଜିଟାଲ ମୋଡରେ ଲାଞ୍ଚ କାରବାର ନେଇ ଭିଜିଲାନ୍ସ ସତର୍କତା । ଲାଞ୍ଚ ନେଉଥିବା ଓ ସହଯୋଗ କରୁଥିବା ବ୍ୟକ୍ତିଙ୍କୁ ସତର୍କ ସୂଚନା ଜାରି । ଲାଞ୍ଚ ଗ୍ରହିତା ଓ ସହଯୋଗକାରୀଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ । ଫୋନ୍ ପେରେ ଲାଞ୍ଚ ନେଉଥିଲେ ବି ଖସି ପାରିବନାହିଁ ବୋଲି ସୂଚନା ଦେଇଛନ୍ତି ଭିଜିଲାନ୍ସ । ଜୁନ୍‌ରେ ମୁମ୍ବାଇରେ ରାଷ୍ଟ୍ରୀୟ ବିଧାୟକ ସମ୍ମିଳନୀ