40.1 C
Bhubaneswar
Thursday, April 25, 2024
Homeଓଡିଶାକୁହୁଡ଼ି ପାଇଁ ୮ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

କୁହୁଡ଼ି ପାଇଁ ୮ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଗତକାଲି ଏବଂ ଆଜି ଭୁବନେଶ୍ୱର ସମେତ ୮ଟି ଜିଲ୍ଲାରେ ପ୍ରବଳ କୁହୁଡ଼ି ହୋଇଥିବାର ଦେଖିବାକୁ ମିଳିଥିଲା । ଫଳରେ ଲୋକମାନେ ସକାଳୁ ସକାଳୁ ଯାତାୟତ ପାଇଁ ସମସ୍ୟାରେ ପଡ଼ିଥିଲେ । ଏପରି କି ଦିନ ୧୦ଟା ପର୍ଯ୍ୟନ୍ତ ଘରୁ ବାହାରି ହୋଇ ନ ଥିଲା ।  ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ  ୟେଲୋ ୱାର୍ଣ୍ଣିଂ ଜାରି କରିଛି ।
ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, କଳାହାଣ୍ଡି, ଓ କୋରାପୁଟ ଜିଲ୍ଲା ପାଇଁ ଏହି ସତ୍ତର୍କ ସୂଚନା ଜାରି କରାଯାଇଛି। ପୁରୀ, ଜଗତସିଂହପୁର, ଖୋର୍ଦ୍ଧା,ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ମଧ୍ୟ କୁଡୁଡ଼ି ଦେଖାଯିବାର ସମ୍ଭାବନା ରହିଛି।” ଅନୁଗୋଳରେ ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରୀ ଥିଲା। ସେହିପରି ଫୁଲବାଣୀ ଓ ସୋନପୁରର ତାପମାତ୍ରା ମଧ୍ୟ ୧୦ ଡିଗ୍ରୀ ତଳେ ରହିଥିଲା।
https://onakhabar.com/2020/01/16/29-labours/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking