ବାଂଲାଦେଶ ଟେଷ୍ଟ ବିଜୟ ପରେ ବଦଳିଲା ଟେଷ୍ଟ ଚମ୍ପିଆନସିପର ପଏଣ୍ଟ ଟେବୁଲ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ବିଶାଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ୫୧୩ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଆସିଥିବା ବାଂଲାଦେଶ ଦମଦାର ପାଳି ଆରମ୍ଭ କରିଥିଲା । କିନ୍ତୁ ପରେ ଭୁଷୁଡି ପଡିଥିଲା ସମ୍ପୂର୍ଣ୍ଣ ବ୍ୟାଟିଂ ଅର୍ଡର । ଫଳରେ ଏହି ମ୍ୟାଚକୁ ୧୮୮ ରନରେ ହାତେଇଛି ରାହୁଲ ସେନା । ଏହି ମ୍ୟାଚରେ ବିଜୟ ପରେ ସେପଟେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ପଏଣ୍ଟ ଟେବୁଲରେ ଆସିଛି ଏକ ବଡ … Continue reading ବାଂଲାଦେଶ ଟେଷ୍ଟ ବିଜୟ ପରେ ବଦଳିଲା ଟେଷ୍ଟ ଚମ୍ପିଆନସିପର ପଏଣ୍ଟ ଟେବୁଲ