29.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗକୋଲଭର୍ଟ ଓ ରାସ୍ତା ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ

କୋଲଭର୍ଟ ଓ ରାସ୍ତା ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ

କୋରପୁଟ : କୋରପୁଟ ଜିଲ୍ଲାରନନ୍ଦପୁର ବ୍ଲକର ମାଳିବେଲ ଗାଁ ଗ୍ରାମପଞ୍ଚାୟତ ଅଧିନସ୍ଥ ସାଉନି ପୂଜାରିପୁଟ,ସିଡ଼ାପୁଟ ଗ୍ରାମକୁ ସଂଯୋଗ କରୁଥିବା ନାଳରେ ବ୍ରିଜ ଓ ରାସ୍ତା ନିର୍ମାଣ ଦାବି ନେଇ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ନେଇ ପୂର୍ବତନ ସରପଞ୍ଚ ଧନପତି ଶୀଶା ଙ୍କ ନେତୃତ୍ୱରେ କୋରପୁଟ ଜିଲ୍ଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking