ଟୋକିଓ ଅଲିମ୍ପିକରେ ପୁଣି ଚମକିଲା ଭାରତ

ନୂଆଦିଲ୍ଲୀ : ଜାଭେଲିନ୍ ଥ୍ରୋରେ ନିରଜ ଚୋପା ଫାଇନାଲରେ ପହଞ୍ଚିବା ପରେ ଭାରତକୁ ପୁଣି ଏକ ସଫଳତା ମିଳିଛି । ରେସଲର ରବି କୁମାର ଡାହିଆ କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି । ରବି ୫୭ କେଜି ବର୍ଗରେ କଲମ୍ବିଆ ପ୍ରତିଦ୍ୱନ୍ଦ୍ୱୀ ଆସ୍କର ଟିଗ୍ରେରୋସଙ୍କୁ ପରାସ୍ତ କରିଛନ୍ତି । ରବି କୁମାର ଟୋକିଓ ଅଲିମ୍ପିକରେ ନିଜର ପ୍ରଥମ ମ୍ୟାଚକୁ ଜିତି ଶୁଭାରମ୍ଭ କରିଛନ୍ତି । ସେ ପ୍ରି-କ୍ୱାର୍ଟରଫାଇନାଲ ମୁକାବିକାଲରେ ଟିଗ୍ରେରୋସଙ୍କୁ ୧୩-୨ରେ ପରାସ୍ତ କରିଛନ୍ତି । ଲଢ଼ାଇ ଆରମ୍ଭ … Continue reading ଟୋକିଓ ଅଲିମ୍ପିକରେ ପୁଣି ଚମକିଲା ଭାରତ