ବିଶ୍ବକପ୍‌ ରେକର୍ଡ: ୩୨ତମ ୱିକେଟ୍‌ ନେଇ ଅନୀଲ କୁମ୍ବଲେଙ୍କୁ ଅତିକ୍ରମ କଲେ ମହମ୍ମଦ ସାମି

ଧର୍ମଶାଳା: ଚଳିତ ଆଇସିସି ପୁରୁଷ ଦିନିକିଆ ବିଶ୍ବକପ୍‌ର ତ୍ରୟୋଦଶ ସଂସ୍କରଣରେ ରବିବାର ଏଠାକାର ଏଚ୍‌ପିସିଏ ଷ୍ଟାଡିୟମ୍‌ଠାରେ ଭାରତର ମୁକାବିଲା ନ୍ୟୁଜିଲାଣ୍ଡ୍‌ ସହ ହୋଇଥିଲା। ଏଥିରେ ଆୟୋଜକ ଦଳର ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରାଯାଇଥିବା ବେଳେ ସାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ମହମ୍ମଦ ସାମିଙ୍କୁ ସାମିଲ୍‌ କରାଯାଇଥିଲା। ସେ ଚଳିତ ସଂସ୍କରଣରେ ତାଙ୍କର ପ୍ରଥମ ବଲ୍‌ରେ ୱିକେଟ୍‌ ନେଇ ଭାରତ ପାଇଁ ଦ୍ବିତୀୟ ସଫଳତା ଅର୍ଜନ କରିଥିଲେ। ସେ ନ୍ୟୁଜିଲାଣ୍ଡ୍‌ ଓପନର ୱିଲ୍‌ ୟଙ୍ଗ୍‌ଙ୍କୁ ଆଉଟ୍‌ କରିବା ସହ … Continue reading ବିଶ୍ବକପ୍‌ ରେକର୍ଡ: ୩୨ତମ ୱିକେଟ୍‌ ନେଇ ଅନୀଲ କୁମ୍ବଲେଙ୍କୁ ଅତିକ୍ରମ କଲେ ମହମ୍ମଦ ସାମି