38 C
Bhubaneswar
Wednesday, May 25, 2022
Homeକରୋନାବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୮ଲକ୍ଷ ୯୬ହଜାର ୪୨୧କୁ ବୃଦ୍ଧି

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୮ଲକ୍ଷ ୯୬ହଜାର ୪୨୧କୁ ବୃଦ୍ଧି

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ନିଜର ପ୍ରଭାବ ବିସ୍ତାର କରିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୮ଲକ୍ଷ ୯୬ହଜାର ୪୨୧କୁ ବୃଦ୍ଧି ପାଇଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୭୪ଲକ୍ଷ ୭୯ହଜାର ୧୧୫ ହୋଇଥିବା ବେଳେ ସୁସ୍ଥ ହେଲେଣି ୧କୋଟି ୯୫ଲକ୍ଷ ୭୨ହଜାର ୯୧୧ । ତେବେ ବିଶ୍ୱରେ ବର୍ତ୍ତମାନ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୭୦ଲକ୍ଷ ୯ହଜାର ୭୮୩ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking