34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗବିଶ୍ୱରେ କୋରନାରେ ଆକ୍ରାନ୍ତ ହେଲେ ୭.୯୬ କୋଟି

ବିଶ୍ୱରେ କୋରନାରେ ଆକ୍ରାନ୍ତ ହେଲେ ୭.୯୬ କୋଟି

ନୁଆଦିଲ୍ଲୀ : ବିଶ୍ୱରେ କୋରନା ମହାମାରୀକୁ ନେଇ ସଙ୍କଟ ଲାଗି ରହିତିବା ବେଳେ ବ୍ରିଟେନର ନୂଆ ଷ୍ଟ୍ରେନକୁ ନେଇ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ତେବେ ବିଶ୍ୱରେ କୋରନାରେ ୭ କୋଟି ୯୬ ଲକ୍ଷ ୯୬୬ ଜଣ ସଂକ୍ରମିତ ହୋଇଥିଲା ବେଳେ ୧୭ ଲକ୍ଷ ୪୮ ହଜାର ୨୫୬ ଜଣ ଜଣ ମୃତ୍ୟୁ ବରଣ କରିଛନ୍ତି । ବିଶ୍ୱରେ ୫ କୋଟି ୬୧ ଲକ୍ଷ ୧୦ ହଜାର ୧୬୩ ସୁସ୍ଥ ହୋଇ୍‌ଥିବା ବେଳେ ୨ କୋଟି ୧୮ ଲକ୍ଷ ୮୩ ହଜାର ୬୩ ଜଣ ସକ୍ରିୟ ଅଛନ୍ତି । ତେବେ ବିଶ୍ୱର ମୋଟ ୨୧୮ ଟି ଦେଶକୁ ବ୍ୟାପିଛି କୋରନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking