ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା କମିରା ଗାଁରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ଶ୍ରମିକ ମୃତ। ମୃତକ ଜଣଙ୍କ ହେଲେ ପ୍ରସନ୍ନ ବାବୁ । ଦୁର୍ଘଟଣା ଘଟାଇବା ପରେ ଗାଡିଟି ଫେରାର ଅଛି। ମୃତକ ପ୍ରସନ୍ନ ରାଇସ୍ ମିଲରେ ଶ୍ରମିକ ଭାବେ କାମ କରନ୍ତି। ଆଜି ସିକାଳୁ ସେ ସାଇକେଲରେ ରାଇସ୍ ମିଲକୁ ଯାଉଥିଲେ। ସେଇ ସମୟରେ ଏକ ଟ୍ରକ ଦ୍ରୁତଗତିରେ ଆସି ପ୍ରସନ୍ନଙ୍କୁ ପଛପଟୁ ଧକ୍କା ଦେଇଥିଲା। … Continue reading ଟ୍ରକ ଧକ୍କାରେ ଶ୍ରମିକ ମୃତ
Copy and paste this URL into your WordPress site to embed
Copy and paste this code into your site to embed