ମେସିନରେ ଚାପିହୋଇ ଠିକା କର୍ମଚାରୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବି କରି କାରଖାନା ସମ୍ମୁଖରେ ଶବ ରଖି ଧାରଣା

ଯାଜପୁର : ଯାଜପୁର ଜିଲ୍ଳା କଳିଙ୍ଗନଗର ଶିଳ୍ପାଞ୍ଚଳର ଭିସା କାରଖାନାରେ ଏକ ବଡ ଦୁର୍ଘଟଣା ଘଟିଛି । ମେସିନରେ ଚାପିହୋଇ ଠିକା କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁର କ୍ଷତିପୂରଣ ଦାବି କରି ପରିବାର ଲୋକଙ୍କ ସହ ଜନସାଧାରଣ ମାନେ ଶବ ରôଖ ଧାରଣା ବସିଛନ୍ତି । କାରଖାନା କର୍ତ୍ତୃପକ୍ଷ ସମାଧାନର ବାଟ ବାହାର କରୁ ନ ଥିବାରୁ ଧାରଣା ସ୍ଥଳୀରେ ଉତେଜନା ସୃଷ୍ଟି ହୋଇଛି । ପରିବାର ପକ୍ଷରୁ ଏକ କୋଟି ଟଙ୍କା କ୍ଷତିପୂରଣ ଦାବି … Continue reading ମେସିନରେ ଚାପିହୋଇ ଠିକା କର୍ମଚାରୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବି କରି କାରଖାନା ସମ୍ମୁଖରେ ଶବ ରଖି ଧାରଣା