28.1 C
Bhubaneswar
Saturday, April 20, 2024
Homeଓଡିଶାକାଠପଟା ବୋଝେଇ ପିକଅପ ଜବତ

କାଠପଟା ବୋଝେଇ ପିକଅପ ଜବତ

ମୟୁରଭଞ୍ଜ : ଚୋରା କାଠପଟା ବୋଝେଇ ପିକଅପ ବନବିଭାଗ ଦ୍ଵାରା ଜବତ। ବିଶେଷ ସୂତ୍ରରୁ ଖବରପାଇ ବାଙ୍ଗରିପୋଷି ରେଞ୍ଜରଙ୍କ ନିର୍ଦେଶ କ୍ରମେ କୁଳିଅଣା ଫରେଷ୍ଟର ଏକ ଟିମ ନେଇ କାଠ ବୋଝେଇ ପିକଅପକୁ ଜାମଶୋଳା ନିକଟରେ ଜବଦ କରିଥିବା ଜଣାପଡ଼ିଛି। ଗାଡିଟି ପଶ୍ଚିମବଙ୍ଗରୁ ଓଡିଶା ଆସୁଥିବା ବେଳେ ବନବିଭାଗ ହାତରେ ଧରା ପଡିଥିବା ଜଣାପଡ଼ିଛି।ଜବତ ପିକଅପ ରୁ ମୂଲ୍ୟବାନ ୨୫୯ ଟି କାଠପଟା ଥିବା ବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ୪୦୦୦୦ ଟଙ୍କା ହବ ବୋଲି ବନବିଭାଗ ସୂତ୍ରରୁ ଜଣାପଡ଼ିଛି। ମାତ୍ର ଘଟଣାସ୍ଥଳରୁ ଗାଡି ଚାଳକ ଫେରାର ହେଇଯାଇଥିବାର ଜଣାପଡ଼ିଛି।
https://onakhabar.com/2020/02/22/cricket-balangir/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking