34.1 C
Bhubaneswar
Friday, March 29, 2024
Homeଓଡିଶା୪ ବର୍ଷ ଶିଶୁର ଚମତ୍କାରିତା ଏସିଆ ବୁକ୍ ଅଫ୍ ରେକର୍ଡରେ ପାଇଲେ ସ୍ଥାନ

୪ ବର୍ଷ ଶିଶୁର ଚମତ୍କାରିତା ଏସିଆ ବୁକ୍ ଅଫ୍ ରେକର୍ଡରେ ପାଇଲେ ସ୍ଥାନ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ସହରବାହଲ ନିବାସୀ ୪ ବର୍ଷର ଶିଶୁ କନ୍ୟା ଗୁରସିନ କୌର ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ଓ ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇ ରାଜ୍ୟ ଓ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଗୁରସିନ ଏକ ଘରୋଇ ବିଦ୍ୟାଳୟରେ ନର୍ସରୀ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ ୧ ରୁ ୧୦୦ ପର୍ଯ୍ୟନ୍ତ କରସିଭ ଶୈଳୀରେ ଲେଖି ଏହି କୃତିତ୍ୱ ହାସଲ କରିଛନ୍ତି । ଝାରସୁଗୁଡ଼ା ସରବାହାଲ ନିବାସୀ ଗୁରପ୍ରିତ ଚାୱଲା ଓ ସାଲୁ ଚାୱଲାଙ୍କ ଝିଅ ଗୁରସିନ କରସିଭ ଶୈଳୀରେ ଲେଖି ଗତ ଡିସେମ୍ବରରେ ଇଣ୍ଡିଆବୁକ ଅଫ ରେକର୍ଡରେ ସ୍ଥାନ ପାଇଥିବା ବେଳେ ଚଳିତ ମାର୍ଚ୍ଚ ମାସରେ ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking