34.1 C
Bhubaneswar
Thursday, April 25, 2024
Homeଓଡିଶାଅର୍ଧଦଗ୍ଧ ଅବସ୍ଥାରେ ମହିଳା ଉଦ୍ଧାର

ଅର୍ଧଦଗ୍ଧ ଅବସ୍ଥାରେ ମହିଳା ଉଦ୍ଧାର

ଖୋର୍ଦ୍ଧା :ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ଦ୍ବାରିକା ନଗରରେ ଜଣେ ମହିଳାଙ୍କୁ ଅର୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି । ଶାଶୁ ଶଶୁରଙ୍କ ନିର‌୍ୟ୍ୟାତନା ସହି ନପାରି ନିଜ ଦେହରେ କରାଶିନି ଢାଳି ନିଜ ଶରୀରରେ ନିଆଁ ଲଗାଇଦେଇଛନ୍ତି । ପରେ ସ୍ଥାନୀୟ ଲୋକେ ତାଙ୍କୁ ଅର୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ଆଣିଛନ୍ତି । ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ମହିଳା ସୌଦାମିନି ପ୍ରଧାନଙ୍କ ବାପଘର ପକ୍ଷରୁ ତାଙ୍କୁ ଶଶୁର ଘର ଲୋକେ ନିର‌୍ୟ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି । ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
https://onakhabar.com/2020/01/22/vairus/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking