26.7 C
Bhubaneswar
Friday, April 19, 2024
Homeଓଡିଶାସାଇବର ଠକେଇର ଶିକାର ହେଲେ ମହିଳା

ସାଇବର ଠକେଇର ଶିକାର ହେଲେ ମହିଳା

ଯାଜପୁର : ଯାଜପୁର ଜିଲ୍ଲାର ଯାଜପୁର ରୋଡ ସହର ଜଣେ ମହିଳା ସାଇବର ଠକେଇ ର ଶିକାର ହୋଇଛନ୍ତି l ଆଖି ପିଛୁଳାକେ ମହିଳାଙ୍କ ଆକାଉଣ୍ଟରୁ ୭ହଜାର ଟଙ୍କା ଚାଲି ଗଲା ଏ ସମ୍ପର୍କରେ ଯାଜପୁର ରୋଡ଼ ଥାନାରେ ଅଭିଯୋଗ ହୋଇଛି l ଯାଜପୁର ରୋଡ ସହରର କହ୍ନେଇପୁର ଅଞ୍ଚଳରେ ସ୍ୱପ୍ନl ବେହେରା ନାମକ ମହିଳା ବାସ କରନ୍ତି l ସେ ଅନ ଲାଇନିରେ ଶାଢ଼ୀ କିଣନ୍ତି ଆଜି ଜୈନିକ ବ୍ୟକ୍ତି ମହିଳାଙ୍କ ଫେସ୍‌ବୁକ୍‌ରେ ଶାଢ଼ୀ ନେବା ପାଇଁ ମେସେଜ କରିଥିଲେ ଶାଢ଼ୀ ସାମ୍ପୁଲ ପଠାଇଥିଲେ l ମହିଳା ଜଣକ ଶାଢ଼ୀ ନେବା ପାଇଁ ରାଜି ହେବାରୁ ଟଙ୍କା ପଠାଇବା ପାଇଁ କହିଥିଲେ l  ମହିଳାଙ୍କ ନିକଟଙ୍କୁ ହ୍ୱାଟ୍‌ସପ୍‌ରେ ଏକ ସ୍କାନିଂ ପାଠଇଥିଲେ l ସ୍କାନିଂ ଅନୁସାରେ ପାସବୂକର ଆକାଉଣ୍ଟ ନ ଦେଇଥିଲେ l ପାସବୂକରୁ ୭ହଜାର ଟଙ୍କା ଚାଲି ଯାଇଥିଲା ୭ ଫୋନ କଲା ବେଳକୁ ସୁଇଜି ଅପ ଦେଖାଇ ଥିଲା l  ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking