ମିଳିଲା ମହିଳାଙ୍କ କଟାମୁଣ୍ଡ!

ମାଲକାନଗିରି: ମାଲକାନଗିରି ରାଖେଲ ଗୁଡାରେ ମହିଳାଙ୍କ ମୁଣ୍ଡ କାଟି ହତ୍ୟା ଘଟଣାର ତଦନ୍ତ ବେଳେ ପୁଲିସକୁ ମିଳିଛି କଟା ମୁଣ୍ଡ । କନ୍ୟାଆଶ୍ରମ ନିକଟ ପୁଟେରୁ ନଦୀକୂଳରୁ  କଟା ମୁଣ୍ଡ ଜବତ ହୋଇଛି । ଗତ ୪ ତାରିଖରେ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ପରେ ଆଜି  କଟାମୁଣ୍ଡ ଉଦ୍ଧାର ହୋଇଛି । ମୃତଦେହ ଠାରୁ ପ୍ରାୟ ୪୦ କିମି ଦୂରରେ ମହିଳାଙ୍କ କଟାମୁଣ୍ଡ ପାଇଛି ପୋଲିସ। ଗ୍ରାମବାସୀ ପୋଲିସକୁ ଖବର ଦେବା ପରେ  କଟାମୁଣ୍ଡ ଉଦ୍ଧାର … Continue reading ମିଳିଲା ମହିଳାଙ୍କ କଟାମୁଣ୍ଡ!